ରାତ୍ରି ଲଗ୍ନ
(ଦିବା ଲଗ୍ନ—ବିପରୀତ)
ବିବାହାଦି ଶୁଭକର୍ମ ପାଇଁ ଜ୍ୟୋତିଷ ମତରେ ରାତ୍ରି କାଳରେ ପଡ଼ିବା ଲଗ୍ନ ବା ମୂହୂର୍ତ୍ତ — (astrology) Auspicious periods occuring in the course of the night for the performance of certain ceremonies; e. g marriage.