Jump to content

ରାଧନ

ଉଇକିଅଭିଧାନ‌ରୁ

ରାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରାଧ୍ ଧାତୁ+ଭାବ ଅନ;ଆ)

[ସମ୍ପାଦନା]
୧. ଆରାଧନା — ୧. Praying.
୨. ପୂଜା କରିବା — ୨. Worshipping.
୩. ସାଧନ —୩. Accomplishing.
୪. ପ୍ରାପ୍ତି —୪. Attainment; acquisition.