Jump to content

ରାଧାକାନ୍ତ ମଠ

ଉଇକିଅଭିଧାନ‌ରୁ

ରାଧାକାନ୍ତ ମଠ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ନାମ)

[ସମ୍ପାଦନା]

ପୁରୀର ଗୌଡ଼ୀୟ ବୌଷ୍ଣବଙ୍କ ପ୍ରସିଦ୍ଧ ମଠ —A celebarated Matha of Puri.

[ଦ୍ରଷ୍ଟବ୍ୟ —ଚୈତନ୍ୟଦେବ ପୁରୀରେ ଅବସ୍ଥାନ କରିବା ବେଳେ ଏଠାରେ ବାସ କରୁ— ଥିଲେ ଅବଧି ଚୈତନ୍ୟଦେବଙ୍କର ମାଳା କନ୍ଥା ଓ ପାଦୁକା ଚୈତନ୍ୟଦେବଙ୍କ ବାସ କରୁଥିବା ପ୍ରକୋଷ୍ଠରୋ ଯତ୍ନ ସହିତ ରକ୍ଷିତ ହୋଇଅଛି ଏହାହିଁ ଓଡ଼ିଆ ବ୍ରାହ୍ମଣ ଗୃହସ୍ଥ କାଶୀ ମିଶ୍ରଙ୍କର ଘର ଥିଲା ଚୈତନ୍ୟଦେବ ସେଠାରେ ରହିବା ପରେ କାଶୀ ମିଶ୍ରେ ଏ ସ୍ଥାନକୁ ଶ୍ରୀ ଚୈତନ୍ୟଙ୍କୁ ଦେଲେ ଓ ଚୈତନ୍ୟଦେବ ଏହାକୁ ଗୋପାଳ ଗୁରୁ ଗୋସ୍ୱାମୀ ନାମକ ଜଣେ ବୈରାଗୀ ବୈଷ୍ଣବଙ୍କୁ ଦେଲେ ଗୋପାଳ ଗୁରୁଙ୍କଠାରୁ ଶିଷ୍ୟପରମ୍ପରାକ୍ରମେ ଏ ମଠ ଓଡ଼ିଆ ମହନ୍ତଙ୍କ ଅଧ୍ୟକ୍ଷତାରେ ଚଳି ଆସୁଅଛି ଗଞ୍ଜାମ ଓ ଉତ୍କଳଭାଷୀ ଅନ୍ୟ ସ୍ଥାନମାନଙ୍କରେ ଏହାର ଶାଖା ମଠମାନ ଅଛି]