Jump to content

ରାଧାଶ୍ୟାମ ନରୀନ୍ଦ୍ର

ଉଇକିଅଭିଧାନ‌ରୁ

ରାଧାଶ୍ୟାମ ନରୀନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କେନ୍ଦ୍ରାପଡ଼ାର ପରଲୋକ— ପ୍ରାପ୍ତ ପ୍ରସିଦ୍ଧ ଜମିଦାର The late wellknown Zemindar of Kendrapara in the district of Cuttack in Orissa, celebrated for his munificence to B&aline;i̱shṇabas.

(ଦ୍ର—ଏ କେନ୍ଦ୍ରାପଡ଼ାର ପୁରାତନ ଜମିଦାର ବଂଶୀୟ ଥିଲେ ଏହାଙ୍କ ପିତାଙ୍କ ନାମ ସଦାଶିବ ଯେନା ଏହାଙ୍କ ପରିବାର ଦାନ ଓ ବିଷ୍ଣୁଭକ୍ତି ପାଇଁ ପ୍ରସିଦ୍ଧ ଏ କେନ୍ଦ୍ରାପଡ଼ାଠାରେ ବଳଦେବ ଜୀଉ ନାମକ ଦେବବିଗ୍ରହ ପ୍ରତିଷ୍ଠା କରି ତାଙ୍କ ତଳେ ଅନେକ ଭୂସମ୍ପତ୍ତି ଖଞ୍ଜା କରି ଯାଇଅଛନ୍ତି ଏହାଙ୍କ ବଦାନ୍ୟତାକୁ ଭାରତର ଟାରିଖୁଣ୍ଟ ବା ତୀର୍ଥକ୍ଷେତ୍ର (ପୁରୀ, ରାମେଶ୍ୱର, ବଦ୍ରିନାଥ ଓ କାଶୀ)ରେ ଉଦ୍ଘୋଷିତ ହେଉଥିଲା ଏହାଙ୍କ ପିଉସୀଙ୍କୁ କବି— ବର ଅଭିମନ୍ୟୁ ସାମନ୍ତସିଂହାର ବିବାହ କରିଥିଲେ)