ରାଧାସଖୀ
ରାଧାଙ୍କର ସାଙ୍ଗ —A female companion of Rādhā.
(ଦ୍ର—ଷୋଳ ସହସ୍ର ଗୋପୀ ରାଧିକାଙ୍କର ସଖୀ ଥିଲେ ମଧ୍ୟ ୮ଜଣ ତାଙ୍କର ପ୍ରିୟସଖୀ ଥିଲେ)
(ରାଧାସହଚରୀ—ଅନ୍ୟରୂପ)