Jump to content

ରାଧା ଚଡ଼କ

ଉଇକିଅଭିଧାନ‌ରୁ

ରାଧା ଚଡ଼କ

ଉଚ୍ଚାରଣ

[ସମ୍ପାଦନା]

(ରାଧା ଚଡ଼ଚଡ଼ି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରାଧାଚକ୍ର)

[ସମ୍ପାଦନା]

(ଗାଳିରେ ବ୍ୟବହୃତ) ମନୁଷ୍ୟ ଉପରେ ପଡ଼ି ମୃତ୍ୟୁ ଘଟାଇବା ଚଡ଼ଚଡ଼ି ବା ବଜ୍ରସୂଚି —Thunder which strikes and kills a person.

(ଦ୍ର—ଲୋକେ ଗାଳିରେ କହି ଥାଆନ୍ତି, ତୋ ଉପରେ ରାଧାଚଡ଼କ ପଡ଼ୁ, ଅର୍ଥାତ୍ ତୋ ଉପରେ ବଜ୍ରପାତ ହୋଇ ତୋର ମୃତ୍ୟୁ ଘଟୁ)