Jump to content

ରାଧା ଦାମୋଦର

ଉଇକିଅଭିଧାନ‌ରୁ

ରାଧା ଦାମୋଦର

ଉଚ୍ଚାରଣ

[ସମ୍ପାଦନା]

ରାଧା ଦାମ୍ୱୋଦର, ରଈ ଦାମୋଦରଦେଶଜରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାଧା ଓ ଶ୍ରୀକୃଷ୍ଣ —୧. Rādhā and Ṡrīkṛushṇa.
୨. ରାଈ ଦାମୋଦର (ଦେଖ) - — ୨. Rāidāmodara. (See)
୩. ପଦ୍ମପୁରାଣୋକ୍ତ ରାଧାକୃଷ୍ଣଙ୍କ ଯୁଗଳ— ରୂପକୁ ଜପିବାର ମନ୍ତ୍ର; କାର୍ତ୍ତିକ ମାସରେ ବିଧବାମାନଙ୍କ ଜପିବା ମନ୍ତ୍ର ଓ ବ୍ରତ —୩. The formula formulated and the vow taken for worshipping Rāshā and kṛushṇa during the month of Kārttika.