Jump to content

ରାଧା ନାଚିବେ

ଉଇକିଅଭିଧାନ‌ରୁ

ରାଧା ନାଚିବେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବାକ୍ୟ

[ସମ୍ପାଦନା]

ରାଧା ନୃତ୍ୟ କରିବାରୂପ ଅଲଭ୍ୟ ବା ଦୁର୍ଲଭ୍ୟ କାର୍ଯ୍ୟ —A thing, the performance of which entails much botheration and arrangement.

[ଦ୍ରଷ୍ଟବ୍ୟ — କୌଣସି କୃଚ୍ଛ୍ରସାଧ୍ୟ ବା ବହୁ ବ୍ୟସାଧ୍ୟ ବା ବହୁଳ ଆୟୋଜନସାଧ୍ୟ କାର୍ଯ୍ୟ ପ୍ରତି ଲକ୍ଷ୍ୟ କରି ଏ ବାକ୍ୟ ବୋଲାଯାଏ;—ଶହେ ମହଣ ଘିଅ ହେବ, ନାଁ, ରାଧା ନାଚିବେ ଅର୍ଥାତ୍, ଶହେ ମହଣ ଗୁଆ ଘିଅ ଏକତ୍ର ସଂଗୃହୀତ ହୋଇ ପାରିବା ଯେପରି ଅସାଧ୍ୟ, ରାଧା ନାଚିବା ମଧ୍ୟ ସେହିପରି ଅସମ୍ଭବ ସମ୍ଭବତଃ ଏ ଉକ୍ତିଦ୍ୱରା ରାଧାକୃଷ୍ଣ ଲୀଳାର କୌଣସି ଲୌକିକ ଆଖ୍ୟାନ ପ୍ରତି ଲକ୍ଷ୍ୟ କରା— ଯାଇଅଛି]