Jump to content

ରାଧେୟ

ଉଇକିଅଭିଧାନ‌ରୁ

ରାଧେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ରାଧା+ଅପତ୍ୟାର୍ଥେ. ଏୟ)

[ସମ୍ପାଦନା]

କର୍ଣ୍ଣରାଜା — King Karṇṇa.

[ଦ୍ରଷ୍ଟବ୍ୟ —ସୂତ୍ରଧର ଜାତୀୟ ସାରଥି ଅଧିରଥଙ୍କ ସ୍ତ୍ରୀ ରାଧାଙ୍କ ପାଳିତ କୁନ୍ତୀଙ୍କ କୁମାରୀ ଅବସ୍ଥାରେ ସୂର୍ଯ୍ୟଙ୍କ ଔରସ ପୁତ୍ର ଏହାଙ୍କୁ ପରେ ଦୁର୍ଯ୍ୟୋଧନ ଅଙ୍ଗ ଦେଶର ରାଜତ୍ୱ ସମର୍ପଣ କରିଥିଲେ]