ରାନ୍ଧଣା ଚଢ଼ାଇବା
ଦେଖଣା
ରାନ୍ଧଣା ଚଢ଼ାଇବା
ଉଚ୍ଚାରଣ
[ସମ୍ପାଦନା][ରାନ୍ଧଣାବସା(ସେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ରାନ୍ଧଣା ଚଢ଼ାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ହାଣ୍ଡିରେ ପାଣି ଓ କଞ୍ଚା ପଦାର୍ଥ ଯୋଗାଡ଼ିଦେଇ ପାକାର୍ଥ ଚୁଲି ଉପରେ ସ୍ଥାପନ କରିବା — To place the cooking pot on the oven by putting raw materials in it for being cooked food.