Jump to content

ରାନ୍ଧୁଣିଆ

ଉଇକିଅଭିଧାନ‌ରୁ

ରାନ୍ଧୁଣିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ପାକ କରୁଥିବା; ପାକକାରୀ; ରନ୍ଧନକାରୀ — Cooking.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାଚକ; ସୁଆର —୧. Cook.

(ଉ—ରାନ୍ଧୁଣିଆଁ ମାନେ ଲୁଗାକୁ ନ ପାଲଟି, ଅଘଷା ଦାନ୍ତେ ଯାଇ ଜାଳିଲେ ଚୂଲିଟି କୃଷ୍ଣସିଂହ. ମହାଭାରତ)

୨. (ଦେଉଳମାନଙ୍କରେ ପକ୍ୱାନ୍ନ ଭୋଗର ପାକକାରୀ ବ୍ରାହ୍ମଣମାନେ ସାଧାରଣତଃ ନିକୃଷ୍ଟ ଶ୍ରେଣୀର ପଣ୍ଡା ବ୍ରାହ୍ମଣ ଓ ପାଚକ ବୃତ୍ତ କରିବା ବ୍ରାହ୍ମଣମାନେ ନିମ ଶ୍ରେଣୀର ବ୍ରାହ୍ମଣ ଥିବାରୁ) ନିକୃଷ୍ଟ ଶ୍ରେଣୀର ବ୍ରାହ୍ମଣ — ୨. Brāhmaṇa of low grade.