ରାବ
ଦେଖଣା
ରାବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୁ ଧାତୁ=ଶବ୍ଦ କରିବା+ଭାବ. ଅ)
[ସମ୍ପାଦନା]- ୧. ରବ; ଶବ୍ଦ; ଧ୍ୱନି; ନାଦ —୧. Sound; noise.
- ୨. ଗର୍ଜ୍ଜନ —୨. Roar.
- ୩. ପଶୁ ପକ୍ଷୀଙ୍କ ବୋବାଳି — ୩. Sound made by birds and beasts.
[ଦ୍ରଷ୍ଟବ୍ୟ —ସାଧାରଣତଃ ମନୁଷ୍ୟର ଓ ବାଦ୍ୟାଦିରେ ସ୍ୱରକୁ ନାଦ ଓ ଜନ୍ତୁମାନଙ୍କର ସ୍ୱରକୁ 'ରାବ' ବୋଲାଯାଏ ଭିନ୍ନ ଭିନ୍ନ ଜୀବଙ୍କ ରାବ ସମ୍ୱନ୍ଧରେ ଭିନ୍ନ ଭିନ୍ନ ଶବ୍ଦ ପ୍ରଚଳିତ ଅଛି ଯଥା ===
ଅଶ୍ୱର—ହ୍ରେଷା, ହେଁହେଁ
ଗାଈର—ହମ୍ୱା, ହମା(ମ୍ୱା)ଳ
ଷଣ୍ଢର—ହଣ୍ଟାଳ
ବାଘର—ହ(ହେ)ଣ୍ଟାଳ
ସିଂହର—ରଡ଼ି
ବିଲୁଆ, କୁକୁର—ଭୁକା
ଛେଳି; ମେଣ୍ଢା—ବୋବାଳି
ବେଙ୍ଗ—ରଡ଼ି
ହାତି—ପେଁଏଁକାଳୀ]