Jump to content

ରାବଣି

ଉଇକିଅଭିଧାନ‌ରୁ

ରାବଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରାବଣ+ଅପତ୍ୟାର୍ଥେ. ଇ)

[ସମ୍ପାଦନା]
୧. ରାବଣ— ନନ୍ଦନ; ମେଘ୍ନାଦ; ଇନ୍ଦ୍ରଜିତ —୧. Indrajit, the eldest son of Rābaṇa.

[ଉ—ବିଖଣ୍ଡନ କଲା ଶିର, ରାବଣି ତୀକ୍ଷ୍ଣ ଆସିର, ଯେଉଁ ସୀତା ଧରାଜାତା ପରେ ଭଞ୍ଜ. ବୈଦେହୀଶବିଳାସ]

୨. ରାବଣର ପୁତ୍ର — Son of Rābaṇa.