Jump to content

ରାବଣ ଚିତା

ଉଇକିଅଭିଧାନ‌ରୁ

ରାବଣ ଚିତା

ଉଚ୍ଚାରଣ

[ସମ୍ପାଦନା]

(ରାବଣଚୁଲି[ଲ୍ଲି]—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚିର ଅଶାନ୍ତି —୧. Perpetual perturbation.

[ଦ୍ରଷ୍ଟବ୍ୟ —ଲୋକଙ୍କର ବିଶ୍ୱାସ ଅଛି ଯେ, ରାମଚନ୍ଦ୍ରଙ୍କଦ୍ୱାରା ନିହତ ରାବଣର ଚିତାଗ୍ନି ଚାରିଯୁଗେ ଜଳୁଥିବେ, ଏହା କଦାପି ଲିଭିବ ନାହିଁ]

୨. ଦୁଇ କାନକୁ ଦୁଇ ଆଙ୍ଗୁଠିଦ୍ୱାରା ମୁଦି— ଦେଲେ ନିଆଁ ଜଳିଲାପରି ଅନୁଭୂତି ବା କଳ୍ପିତ ଗୋଟାଏ ଗଭୀରଧ୍ୱନି

[ଦ୍ରଷ୍ଟବ୍ୟ —ଏହାକୁ ଲୋକେ ରାବଣର ଚିତା ବୋଲି କହନ୍ତି ଫଳତଃ ଏହା ଶରୀର ଅଭ୍ୟନ୍ତରସ୍ଥ ଯନ୍ତ୍ରମାନଙ୍କର ଚାଳନାଜନିତ କଳ୍ପିତ ଅନୁଭୂତି ମାତ୍ର] A sensation felt when one shuts up the bores of one's ears with the tips of two fingers, resembling the feeling of a person standing before a big blazing fire.