ରାବଣ ଛତି
ଦେଖଣା
ରାବଣ ଛତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାବଣ ଛତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାବଣ+ଛତ୍)
[ସମ୍ପାଦନା]ଏକ ପ୍ରକାର ସାମୁଦ୍ରିକ ମାଛ —A species of sea-fish; jelly-fish; medusa.
[ଦ୍ରଷ୍ଟବ୍ୟ —ଏହା ଛତ୍ରାକାର ଓ ମହନଭୋଗ ପରି କୋମଳ ପୁରୀ କୂଳ ସନ୍ନିହିତ ସମୁଦ୍ରରେ ଏହା ଭାସୁଥାଏ ଓ ଲହରୀରଦ୍ୱାରା ବାହିତ ହୋଇ ବେଳାଭୂମିରେ ଆସି ଲାଖିଯାଏ ପାଣିରେ ଭାସିଲା ବେଳେ ଏହା ଝାଲର ଲଗା ଛତା ପରି ଦେଖାଯାଏ ଶୁଖିଲାରେ ପଡ଼ିଲେ ମେଞ୍ଚାଏ ମହନଭୋଗ ବଳି ଦେଖାଯାଏ]