ରାବଣ ଛାୟା
ଦେଖଣା
ରାବଣ ଛାୟା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ପୁରୁଣାକାଳରେ ଏ ଦେଶରେ, ବିଶେଷତଃ ଗଡ଼ଜାତରେ, ଲୋକଙ୍କୁ ଦେଖା ଯାଉଥିବା ଛାୟାଚିତ୍ର —A rude bioscopic performance formerly prevalent in Orissa and specially in the Oriya States.
[ଦ୍ରଷ୍ଟବ୍ୟ — ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପାଲଲହଡ଼ା ଓ ତାଳଚେରରେ ମଧ୍ୟ ଅଛି ଏହି ଛାୟାଚିତ୍ର ପ୍ରଦର୍ଶକ ଦଳ ବାଦ୍ୟ ସାହାଯ୍ୟରେ ଗୀତ ବୋଲୁ ଥାଆନ୍ତି; ଦର୍ଶକଙ୍କ ସାମନାରେ ଗୋଟିଏ ଧଳା ଚାଦର ଟାଙ୍ଗି ଚାଦର ଆରପାଖେ ଥିବା ଲୋକଙ୍କ ଛାୟା ସେ ଚାଦରରେ ପକାଇ ବୋଲାଯାଉ ଥିବା ଗୀତର ଚରିତକୁ ଲୋକଙ୍କୁ କର ଚରଣାଦିର ଭଙ୍ଗିଦ୍ୱାରା ଦେଖାଉଥାଆନ୍ତି ଏହା ଆଧୁନିକ ବାୟୋସ୍କୋପ୍ର ପ୍ରାଚୀନ ଗଡ଼ଜାତ ଅବତାର]