ରାବଣ ବଂଶ
ଦେଖଣା
ରାବଣ ବଂଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରାବଣ ବଉଁଶ—ଗ୍ରାମ୍ୟରୂପ)
ଦେଶଜ - ବିଶେଷ୍ୟ - (ରାବଣର ଅସଂଖ୍ୟ ପୁଅ ନାତି ଅଣନାତି ଥିବାରୁ)
[ସମ୍ପାଦନା]- ୧. ଯେଉଁ ପରିବାରରେ ପିତା, ପୁତ୍ର, ପୌତ୍ର, ପ୍ରପୌତ୍ର ପ୍ରଭୃତି ଅନେକ ବ୍ୟକ୍ତି ଥାଆନ୍ତି —୧. A big family of sons, grandsons and great grandsons.
- ୨. ରାବଣର ଅସୁର ବଂଶଧରବିଶେଷ — ୨. The demons descendants of Rābaṇa.