ରାବଳ୍
(ରାବଲ୍ପଥର—ଅନ୍ୟରୂପ)
ରେବଲ୍; ରବଲ୍; ଗେଟି; ପାହାଡ଼ରୁ ତଡ଼ାଯାଇ ସଡ଼କରେ ବିଛା ହେବା ପାଇଁ ଅଣା— ଯାଇଥିବା ଢ଼ିମା ପଥର ଓ ଗୋଡ଼ି — Rubble-stone.