Jump to content

ରାବିବା

ଉଇକିଅଭିଧାନ‌ରୁ

ରାବିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ରୁ. ଧାତୁ)

[ସମ୍ପାଦନା]
୧. ରାବ ବରିବା; ଧ୍ୱନି କରିବା — ୧. To make a sound with the mouth.

[ଉ—ଗର୍ଭରୁ ବାହାରି ଶିଶୁ ଅକ୍ଷତ ଶରୀରେ ତଳେ ପଡ଼ି ମୃଦୁସ୍ୱରେ ରାବିଲା ସଘନେ ଚିନ୍ତାମଣି. ବିକ୍ରମାଦିତ୍ୟ]