Jump to content

ରାବିଶ୍

ଉଇକିଅଭିଧାନ‌ରୁ

ରାବିଶ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରବିସ୍)

[ସମ୍ପାଦନା]

କୋଠା ଭଙ୍ଗା ହେବାରୁ ବାହାରିବା ଅକର୍ମଣ୍ୟ ଚୂନ, ଗୋଡ଼ି, ଭଙ୍ଗା ଇଟା ଆଦି —Rubbish; debris.

ବିଶେଷଣ -

[ସମ୍ପାଦନା]

ଅକର୍ମଣ୍ୟ; ନିକୃଷ୍ଟ (ବସ୍ତୁ) —Worthless; trashy; rubbishy.