ରାବ୍ଡ଼ି ଲଚ୍ଛେଦାର୍
ଦେଖଣା
ରାବ୍ଡ଼ି ଲଚ୍ଛେଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାବ୍ଡ଼ି ଲଚ୍ଛେଦାର୍
|
ଦେଶଜ - ବିଶେଷ୍ୟ - (ହିନ୍ଦୀରୁ ଅନୁକୃତ ; ରାବଡ଼ୀ+ହିନ୍ଦୀ - ଲଚ୍ଛେଦାର=ଯହିର ଶର ଖଣ୍ଡିତ ହୋଇ ନାହିଁ)
[ସମ୍ପାଦନା]ଉତ୍କୃଷ୍ଟ ରାବଡ଼ି; ଯେଉଁ ରାବଡ଼ୀର ଶର ମୋଟାଳିଆ ଥାଏ —Excellent preparation of thickened milk with the layer of cream intact.
[ଦ୍ରଷ୍ଟବ୍ୟ —ରାବିଡ଼ୀ ବିକ୍ରୀ କରିବାକୁ କଟକ ସହରରେ ବୁଲୁଥିବା ବୁଲାବିକାମାନଙ୍କର ଡ଼ାକ]