Jump to content

ରାଭସିକ

ଉଇକିଅଭିଧାନ‌ରୁ

ରାଭସିକ

ଉଚ୍ଚାରଣ

[ସମ୍ପାଦନା]
(ରାଭସିକା—ସ୍ତ୍ରୀ) 

[ରାଭସିକତା—ବି]

ସଂସ୍କୃତ - ବିଶେଷଣ - ପୁଂ. (ରଭସ+ଇକ)

[ସମ୍ପାଦନା]

ଯେ ଆଗ ପଛ ବିଚାର ନ କରି ହଠାତ୍ କାମ କରିପକାଏ; ଗୁଆଁର, ହୁଣ୍ଡାଳିଆ —Rash; imprudent.