Jump to content

ରାମକରୀ

ଉଇକିଅଭିଧାନ‌ରୁ

ରାମକରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାଗିଣୀବିଶେଷ; —Name of a secondary tune in Hindu music.

[ଦ୍ରଷ୍ଟବ୍ୟ —ଏହା ଭୈରବ ରାଗର (ମତାନ୍ତରରେ ପଞ୍ଚମ ରାଗର ଓ ମତାନ୍ତର କର୍ଣ୍ଣାଟରାଗର) ଭାର୍ଯ୍ୟା; ଏହା ଗାଇବା ସମୟ ପ୍ରାତଃକାଳ ୧ ଦଣ୍ଡଠାରୁ ୫ ଦଣ୍ଡ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ; ଏଥିରେ ଋଷଭ, ନିଷାଦ ଓ କୋମଳସ୍ୱର ଲାଗେ—ହିନ୍ଦୀ - ଶ.]