ରାମଗଡ଼
ଦେଖଣା
ରାମଗଡ଼
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜପୁତନାର ଜୟପୁର ରାଜ୍ୟର ନଗର ବିଶେଷ —୧. Name of town in Jeypur State.
[ଦ୍ରଷ୍ଟବ୍ୟ —ଏହା ଜୟପୁର ରାଜ୍ୟର ଉତ୍ତର ପଶ୍ଚିମରେ ଅବସ୍ଥିତ]
- ୨. ବିହାର ପ୍ରଦେଶର ହଜାରିବାଗ ଜିଲ୍ଲାର ଗୋଟିଏ ନଗର ଓ ବେଙ୍ଗଲ ନାଗପୁର ରେଳର ଗୋଟିଏ ଷ୍ଟେସନ୍ —୨. Name of a town and railway station in Hazaribag.