Jump to content

ରାମଚନ୍ଦ୍ର ଦାଶ

ଉଇକିଅଭିଧାନ‌ରୁ

ରାମଚନ୍ଦ୍ର ଦାଶ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ନାମ

[ସମ୍ପାଦନା]
୧. ୧୮ଶ ସତାଦ୍ଦୀର ମଧ୍ୟଭାଗରେ ଓଡ଼ିଆ କବି —୧. An oriya poet who flourished in the middle of the ୧୮th century.

(ଯଥା—ବଳଭଦ୍ରାବଳୀ ଓ ଚୌପଦୀମାଳା ଏହାଙ୍କର ଗ୍ରନ୍ଥ—ତାରିଣୀଚରଣ, ଉତ୍କଳ ସାହିତ୍ୟର ଇତହାସ)

୨. ପୁରୀଜିଲ୍ଲା ଭଙ୍ଗାରପୁରର ବ୍ରାହ୍ମଣ (ଏ ପୁରୀର ମୁକ୍ତାରି କରୁଥିଲେ ଓ ପଣ୍ଡିତ ଗୋପବନ୍ଧୁ ଦାଶ ଏହାଙ୍କ ଗୁରୁରୂପେ ମାନ୍ୟ କରୁଥିଲେ ଏ ଉତ୍କଲର ଜଣେ ନୀରବ ଦେଶସେବକ ଓ କର୍ମବୀର ଥିଲେ) —୨. The late Rāmachandra Dāsa, Muktar of Puri who was a silent worker for the cause of the uplift of the Oriya nation and from whom the late Pundit Gopabandhu Das had derived inspiration.