ରାମଚନ୍ଦ୍ର ରଥ
ଦେଖଣା
ରାମଚନ୍ଦ୍ର ରଥ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ନାମ
[ସମ୍ପାଦନା]- ୧. ଉତ୍କଳୀୟ ଅଳଙ୍କାର ଶାସ୍ତ୍ର ପ୍ରଣେତା —୧. A famous rhetorician, Oriya by birth.
- ୨. ପୁରୀଜିଲ୍ଲା ସତ୍ୟବାଦୀ ନିକଟସ୍ଥ ବିଶ୍ୱନାଥପୁର ନିବାସୀ ବାଜପେୟୀ ସାମନ୍ତବଂଶୀୟ ପଣ୍ଡିତ (ଜନ୍ମ ୧୮୮୯: —ମୃତ୍ୟୁ ୧୯୩୫: ) ୨. Rāmachandra Ratha, the devoted worker of the Pūrṇṇachandra Orḍiā Bhāshā kosha staff, born in the village Biṡwanāthapur ṡasana in the Puri district.
[ଦ୍ରଷ୍ଟବ୍ୟ —ଏ ସତ୍ୟବାଦୀ ସ୍କୁଲର ଅନ୍ୟତମ ପ୍ରଥମ ଉପଦ୍ୟୋକ୍ତା ଓ ସ୍ୱର୍ଗୀୟ ଗୋପବନ୍ଧୁ ଦାଶଙ୍କର ବିଶିଷ୍ଟ ସହକର୍ମୀ ଥିଲେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ପତନପରେ ରାମଚନ୍ଦ୍ର ତାଙ୍କ ମୃତ୍ୟୁର ୪ ବର୍ଷ ପୂର୍ବରୁ ଏହି ଭାଷାକୋଷର ପାଣ୍ଡୁଲିପି ସମ୍ମାର୍ଜ୍ଜନ ଓ ସାଫି ଲେଖା କର୍ମରେ ସଂଗ୍ରାହକଙ୍କର ଜଣେ ନିଷ୍ଠାପର, ନିରଳସ, ଅଧ୍ୟବସାୟୀ ସହକର୍ମୀରୂପେ ବାସ କରୁଥିଲେ ସେ ଜଣେ ନିରାଡ଼ମ୍ୱର, ନୀରବ ଦେଶସେବକ ଥିଲେ ତାଙ୍କର ପ୍ରକୃତ ଅତି ମଧୁର,
ହୃଦୟ ଉଦାର, ଚରିତ୍ର ସାଧୁଜନୋଚିତ ଥିଲା ତାଙ୍କ ସାଧୁଚରିତ୍ରବଳରେ ସେ ଶତ ଶତ ଛାତ୍ର, ଶିକ୍ଷକ ଓ ବନ୍ଧୁମାନଙ୍କର ଭକ୍ତି ଓ ସ୍ନେହ ଆକର୍ଷଣ କରିପାରିଥିଲେ]