ରାମଠ
ଦେଖଣା
ରାମଠ
ଉଚ୍ଚାରଣ
[ସମ୍ପାଦନା](ରମଠ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]- ୧. ହେଙ୍ଗୁ; ହିଙ୍ଗୁ — ୧. Assafoetida; Ferula Eralleacea.
- ୨. ବୃହତସଂହିତା ମତରେ ଭାରତର ପଶ୍ଚିମସ୍ଥ ଦେଶବିଶେଷ (ହିନ୍ଦୀ - ଶ) —୨. Name of an ancient country.
- ୩. ଉକ୍ତ ଦେଶବାସୀ ବ୍ୟକ୍ତି (ହିନ୍ଦୀ - ଶ) —୩. An inhabitant of the above country.
- ୪. ଆଖରୋଟ ଗଛ (ହିନ୍ଦୀ - ଶ) —୪. Walnut tree.
- ୫. ମଦନ ଫଳ (ହିନ୍ଦୀ - ଶ) (ବୃକ୍ଷ ଓ ଫଳ) —୫. Randia Dumetorum (tree and fruit); bushy Gardenia.
- ୬. ଛଚିନ୍ଦା (ହିନ୍ଦୀ - ଶ) (ଲତା ଓ ଫଳ) — ୬. Snake-gourd; Trichosanthes Anguina (creeper and fruit).