ରାମନବମୀ
ଦେଖଣା
ରାମନବମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାମଚନ୍ଦ୍ରଙ୍କ ଜନ୍ମତିଥି; ଚୈତ୍ର ଶୁକ୍ଲନବମୀ — ୧. The anniversary of the birth of Rāmachandra, the ninth day of the bright fortnight of Ch&aline;i̱tra.
- ୨. ରାମନବମୀଠାରୁ ଆରମ୍ଭ କରି ରାମାୟଣର ଅଭିନୟରୂପ ଯାତ୍ରା —୨. Acting of the episodes of Rāma's life.
[ଦ୍ରଷ୍ଟବ୍ୟ —ସ୍ଥାନେ ସ୍ଥାନେ ଓଡ଼ିଶାର ମଫସଲରେ ଓ ଭାରତର ଉତ୍ତରପଶ୍ଚିମାଞ୍ଚଳରେ ଏ ଅଭିନୟ ବିଶେଷ ସମାରହ ସହିତ କରାଯାଏ ଓ ଏ ଯାତ୍ରା ବହୁ ରାତ୍ରିରେ ଶେଷ ହୁଏ ରାମନବମୀ ମାରବାଡ଼ୀ ଓ ରାମ— ଭକ୍ତମାନଙ୍କର ଗୋଟିଏ ପ୍ରଧାନ ପର୍ବ ଏହି ଦିନଠାରୁ ମାରବାଡ଼ୀମାନଙ୍କର ବ୍ୟାବସାୟିକ ବର୍ଷ ଆରମ୍ଭ ହୁଏ]