Jump to content

ରାମନେତ୍ରୀ

ଉଇକିଅଭିଧାନ‌ରୁ

ରାମନେତ୍ରୀ

ଉଚ୍ଚାରଣ

[ସମ୍ପାଦନା]

(ସଂସ୍କୃତ - ରାମନେତ୍ରା, ରାମନୟନା—ରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ରାମନେତ୍ରା)

[ସମ୍ପାଦନା]

ମୃଗନୟନା (ସ୍ତ୍ରୀ) — Gazelle-eyed (lady).

(ଉ—ବୁଲେ ରାମ ରାମ ରାମନେତ୍ରୀ ଘେନି ବଳେ—ଭଞ୍ଜ. ବୈଦେହୀଶବିଳାସ)