Jump to content

ରାମପୁର

ଉଇକିଅଭିଧାନ‌ରୁ

ରାମପୁର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ନାମ

[ସମ୍ପାଦନା]
୧. କାଶ୍ମୀର ଦେଶର ଗୋଟିଏ ନଗର (ଏ ସ୍ଥାନରେ ଉତ୍କୃଷ୍ଟ ଓ ପତଳା ପଶମ ଚାଦର ଓ ଶାଲ ପ୍ରସ୍ତୁତ ହୁଏ) —୧. Name of a town in Kashmere noted for its fine woollen shawls.
୨. ରେଢ଼ାଖୋଲ ରାଜ୍ୟର ଏକ ନଗର — ୨. Name of a small town in Reṟḍ̠ẖākhol State.
୩. ଯୁକ୍ତପ୍ରଦେଶର ଗୋଟିଏ ଜିଲ୍ଲା ଓ ନଗର ଓ ରେଳଷ୍ଟେସନ୍ —୩. Name of a town in the United Provinces.