Jump to content

ରାମଭିଷେକ ମଉଡ଼

ଉଇକିଅଭିଧାନ‌ରୁ

ରାମଭିଷେକ ମଉଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ରାମାଭିଷେକ(କୀ) ମୋହ(ହୋ)ର—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାମାଭିଷେକ ଓ ମୁଦ୍ରା)

[ସମ୍ପାଦନା]

ରାମଚନ୍ଦ୍ରଙ୍କ ଅଭିଷେକକାଳୀନ ଚିତ୍ର ଅଙ୍କିତ ସୁନାର ମୁଦ୍ରା —Gold coins having the scenes of Rama's installation stamped on it.

[ଦ୍ରଷ୍ଟବ୍ୟ —ଏହି ମୁଦ୍ରାମାନ ପୂର୍ବେ ଭାରତର ହିନ୍ଦୁ ରାଜାମାନଙ୍କ ଅମଳର ବ୍ୟବହୃତ ହେଉଥିଲା ଓ ତାହା ବର୍ତ୍ତମାନ ମୁଦ୍ରା ରୂପେ ପ୍ରଚଳିତ ନ ଥିଲେହେଁ ପୁରାତନ ମୁଦ୍ରାମାନଙ୍କ ସ୍ୱର୍ଣ୍ଣ ବିଶୁଦ୍ଧତର ଥିବାରୁ ଲୋକେ ଏହାକୁ ଅତି ଆଗ୍ରହ ସହକାରେ ସାଧାରଣ ସ୍ୱର୍ଣ୍ଣ ମୁଦ୍ରାର ଓଜନ ଅନୁସାରେ ହେବା ମୂଲ୍ୟ ଅପେକ୍ଷା ବେଶୀ ମୂଲ୍ୟରେ କିଣନ୍ତି ଏବଂ ଏଥିରେ ରାମଚନ୍ଦ୍ରଙ୍କ ରୂପ ମୁଦ୍ରିତ ଥିବାରୁ ଏହାକୁ ଭକ୍ତି ସହକାରେ ଘରେ ରଖନ୍ତି ଓ କଣ୍ଠରେ ଧାରଣ କରନ୍ତି ଏଥିରେ ସିଂହାସନରେ ବସିଥିବା ରାମଚନ୍ଦ୍ର ଓ ସୀତାଙ୍କ ଉପରେ ରାଜ— ଛତ୍ର ଧରା ହୋଇଥାଏ ଓ ପାଖରେ ଲକ୍ଷ୍ମଣ, ଭରତ ଶତ୍ରୁଘ୍ନ ଦଣ୍ଡାୟମାନ ହୋଇଥିବାର ଚିତ୍ର ଥାଏ ମୂର୍ଖ ଲୋକେ ବିଶ୍ୱାସ କରନ୍ତି ଯେ କ୍ଷେତ୍ରାଯୁଗରେ ରାମଚନ୍ଦ୍ର ରାଜ୍ୟାଭିଷିକ୍ତ ହେବା ସମୟରେ ଏ ମୁଦ୍ରାମାନ ମୁଦ୍ରିତ ହୋଇଥିଲା ଫଳତଃ ତାହା ନୁହେଁ ହିନ୍ଦୁ ରାଜାମାନେ (ଯଥା—ଜୟ ପୁରର ମହାରାଜା) ରାମାଭିଷେକ ଚିତ୍ରାଙ୍କିତ ମୁଦ୍ରାମାନ ନୂତନ କରି ଆପଣା ରାଜ୍ୟରେ ଚଳାଉଥିଲେ ଏବଂ କର୍ତ୍ତମାନ ମଧ୍ୟ କାରିଗରମାନେ ରାମାଭିଷେକ ଛାପାଦ୍ୱାରା ମୁଦ୍ରିତ କରି ନୂଆ ମୁଦ୍ରାମାନ ରାମାଭିଷେକୀ ମଉଡ଼ ରୂପେ ବିକ୍ରି କରୁଅଛନ୍ତି]