Jump to content

ରାମମୂର୍ତ୍ତି ନାଇଡ଼ୁ

ଉଇକିଅଭିଧାନ‌ରୁ

ରାମମୂର୍ତ୍ତି ନାଇଡ଼ୁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ମାନ୍ଦ୍ରାଜ ପ୍ରଦେଶବାସୀ ପୃଥିବୀ— ବିଖ୍ୟାତ ସ୍ୱର୍ଗୀୟ ବ୍ୟାୟାମବିଶାରଦ —

Rama Muru-the famous athlete of Madras.

[ଦ୍ରଷ୍ଟବ୍ୟ —ଜନ୍ମ ୧୮୭୯: ; ଅଳ୍ପଦିନ ପୂର୍ବେ ମୃତ ଏ ଜାତିରେ ବ୍ରାହ୍ମଣ ଥିଲେ ଏ ବିଦେଶୀୟ ପ୍ରସିଦ୍ଧ ବ୍ୟାୟାମସାଧକ ସାଣ୍ଡୋ (Sandow)ଙ୍କ ବ୍ୟାୟାମ ପ୍ରଣାଳୀରେ ସନ୍ତୁଷ୍ଟ ନ ହୋଇ ଦେଶୀୟ ପ୍ରଣାଳୀ ଅବଲମ୍ୱନ ପୂର୍ବକ ଅଭୁତ ଶାରୀରିକ ଶକ୍ତିର ପରିଚୟ ଦେଇ ସମଗ୍ର ଜଗତକୁ ସ୍ତମ୍ଭିତ କରିଥିଲେ ଇଚ୍ଛାଶକ୍ତି ପ୍ରୟୋଗ ଓ ସାଧନାଦ୍ୱାରା ଶାରୀରିକ ଶକ୍ତି ବୃଦ୍ଧି କରାଯାଇ ପାରେ, ଏହିହିଁ ଏ ଭାରତରେ ସର୍ବତ୍ର ପ୍ରଚାର କରିଥିଲେ ବାର ଘୋଡ଼ାର ଶକ୍ତିବିଶିଷ୍ଟ ମଟର୍ଗାଡ଼ି ଓ ୮ ମହଣ ଓଜନର ହାତୀ ନିଜର ଛାତି ଉପରେ ଚଳାଇ ପାରୁଥିଲେ]