ରାମାନନ୍ଦ
ରାମାନନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଖ୍ରୀଷ୍ଟୀୟ୧୪ଶ ଶତାଦ୍ଦୀରେ ଭାରତର ଉତ୍ତର— ପଶ୍ଚିମ ପ୍ରଦେଶରେ ଆବିର୬୍ଭୂତ ବୈଷ୍ଣବ ଧର୍ମ୍ମ— ସଂସ୍କାରକ ଓ ପ୍ରଚାରକ —A renowned reformer of the Hindu religion flourishing in the ୧୪th century A. D. who advocated the worship of God Rāmachandra.
[ଦ୍ରଷ୍ଟବ୍ୟ —ଏ ଧର୍ମ୍ମପ୍ରଚାରାର୍ଥ ଭାରତର ନାନାସ୍ଥାନ ପରିଭ୍ରମଣ କରି ସରଳ ହିନ୍ଦୀଭାଷାରେ ସର୍ବତ୍ର ଧର୍ମପ୍ରଚାର କରୁଥିଲେ ଓ ରାମଙ୍କର ଉପାସନା ଏହାଙ୍କ ପ୍ରବର୍ତ୍ତିତ ଧର୍ମର ମୂଳଭିତ୍ତି ଥିଲା ବିଭିନ୍ନ ମତାବଲମ୍ୱୀ ହିନ୍ଦୁମାନଙ୍କୁ ରାମୋପାସନାରୂପ ଈଶ୍ୱରାଧନାରେ ପ୍ରବର୍ତ୍ତାଇ ସମସ୍ତ ହିନ୍ଦୁଙ୍କୁ ଏକ ଧର୍ମ୍ମ—ସୂତ୍ରଦ୍ୱାରା ଏକ ଜାତି ଓ ଏକ ସଂପ୍ରଦାୟଭୁକ୍ତ କରିବା ଏହାଙ୍କ ଳକ୍ଷ୍ୟ ଥିଲା ହିନ୍ଦୀଭାଷାରେ ଏ ଅନେକଗୁଡ଼ିଏ ଧର୍ମ୍ମଗ୍ରନ୍ଥ ମଧ୍ୟ ରଚନା କରିଥିଲେ ଏହାଙ୍କ ପ୍ରବର୍ତ୍ତିତ ସମ୍ପ୍ରଦାୟ ରାମାଉତ୍ ବା ରାମାଉତି ସମ୍ପ୍ରଦାୟ ନାମରେ ଖ୍ୟାତ ଖ୍ରୀ ୧୨ଶ ଶତାବ୍ଦୀରେ ଦାକ୍ଷିଣାତ୍ୟରେ ଆବିର୍ଭୂତ ରାମାନୁଜଙ୍କ ଧର୍ମଗୁରୁ ଏ ଆର୍ଯ୍ୟାବର୍ତ୍ତରେ ବିଶେଷରୂପ ପ୍ରଚାର କରିଥିଲେ]
- ୨. ରାମାନନ୍ଦ ପ୍ରବର୍ତ୍ତିତ ରାମୋପାସକ ବୈଷ୍ଣବ ସମ୍ପ୍ରଦାୟ — ୨. The sect of B&aline;i̱shṇabas who worship Rāma and follow the tenets of Rāmānanda.
- ୩. ଲୋକଙ୍କୁ ଦିଆଯିବା ନାମ —୩. A name given to males.
- ୪. ରାଏ ରାମାନନ୍ଦ (ଦେଖ) - ୪. Rāe Rāmānanda (See)