ରାମାନନ୍ଦୀ
ଦେଖଣା
ରାମାନନ୍ଦୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ରାମାନନ୍ଦ ସମ୍ୱନ୍ଧୀୟ —୧. Relating to Rāmānanda.
- ୨. ରାମାନନ୍ଦ ସମ୍ପ୍ରଦାୟ ଅନୁଯାୟୀ —୨. Following or according to the Rāmānanda sect.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାମାନନ୍ଦମତାବଲମ୍ୱ ବୈଷ୍ଣବ ସମ୍ପ୍ରଦାୟ — ୧. The sect of B&aline;i̱shṇabas following the teaching of Rāmānanda.
- ୨. ରାମାନନ୍ଦୀ ଚିତା (ଦେଖ) - —୨. Rāmānandī chitā (See)