Jump to content

ରାମାନନ୍ଦୀ ଚିତା

ଉଇକିଅଭିଧାନ‌ରୁ

ରାମାନନ୍ଦୀ ଚିତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ରାମାନନ୍ଦୀ ତିଳକ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାମାନନ୍ଦସମ୍ପ୍ରଦାୟର ବୈଷ୍ଣବମାନଙ୍କ କପାଳରେ ଧାରଣ କରିବା ତିଳକ ବା ଚନ୍ଦନାଦିର ତ୍ରିପୁଣ୍ଡକ ଚିତା —Trident or three-forked sandal-paste mark drawn on the forehead by Rāmānanda B&aline;i̱shṇabas.

[ଦ୍ରଷ୍ଟବ୍ୟ —ଏହା ତ୍ରିଶୂଳ ପରି; ପ୍ରଥମେ ନାସାର୍ଦ୍ଧରୁ ବବା ନାସାଗ୍ରରୁ ଗୋଟିଏ ରେଖା ଯାଇ ଭୂଲତ ମଧ୍ୟରେ ପଶି ସେଠାରୁ ଦୁଇ ଶାଖାରେ କପାଳସ୍ଥ କେଶମୂଳା ପର୍ଯ୍ୟନ୍ତ ଟଣାଯାଏ ଓ ଏହି ଦୁଇ ଶାଖାର ମଝିରେ ଗୋଟିଏ ରେଖା ସଂଯୁକ୍ତ ହୁଏ ନାସାର୍ଦ୍ଧାତ୍ କେଶ ପର୍ଯ୍ୟନ୍ତଂ ତିଳକଂ ହରି— ମନ୍ଦିରଂ ବାକ୍ୟ ଅନୁସାରେ ହରିମନ୍ଦିର ଚିତା ମଧ୍ୟ ରାମାନନ୍ଦୀ ଚିତାପରି ତ୍ରିଶିଖ ହରିମନ୍ଦିର ଚିତାର ମଧ୍ୟସ୍ଥ ଶୂଳ ଧଳା ଓ ଦୁଇପାଖରେ ଶୂଳ ଧଳା ରାମାନନ୍ଦୀ ଚିତାର ମଧ୍ୟ ଦୁଇପାଖର ଶୂଳ ଧଳା ଓ ମଧ୍ୟସ୍ଥ ଶୂଳ ଧଳା ରାମାନୁଜସମ୍ପ୍ରଦାୟଙ୍କ ଚିତା ରାମାନନ୍ଦୀ ପରି, କିନ୍ତୁ ମଝି ଶିଖାଟି ଧଳା ନ ହୋଇ ନାଲି ବା ହଳଦିଆ ଅଟେ]

(ଉ—କୁଆଁ ତାରା ତହିଁ ମଧ୍ୟେ ବିରାଜିତା, ପ୍ରାଚୀ କରିଛି କି ରାମାନନ୍ଦୀ ଚିତା— ରାଧାନାଥ. ନନ୍ଦିକେଶ୍ୱରୀ)