Jump to content

ରାମାନନ୍ଦ ସ୍ୱାମୀ

ଉଇକିଅଭିଧାନ‌ରୁ

ରାମାନନ୍ଦ ସ୍ୱାମୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗୀୟ ଧର୍ମପ୍ରଚାରକ (ଖ୍ରୀ. ୧୮୫୭: —୧୯୧: ) —A Bengali religious preacher of the name (born ୧୮୫୭-Died ୧୯୦୧).

[ଦ୍ରଷ୍ଟବ୍ୟ —ଏ ପ୍ରଥମେ ସଂସ୍କୃତ ପଢ଼ି ବିବାହ କରି ଥିଲେ ପରେ କଲିକତାରେ ସ୍କୁଲରେ ସଂସ୍କୃତ ପଣ୍ଡିତରୂପେ କାର୍ଯ୍ୟ କଲେ ହିନ୍ଦୁଧର୍ମ୍ମର ପ୍ରତିମାପୂଜାକୁ ଏ ସୁଖ ପାଉ ନଥିଲେ; ତେଣୁ ଏ ପଇତା ଛିଣ୍ଡାଇ ମହର୍ଷି ଦେବନ୍ଦ୍ରନାଥଙ୍କ ସହଚର୍ଯ୍ୟରେ ବ୍ରାହ୍ମ ହେଲେ କେତେକ କାଳ ବ୍ରାହ୍ମସମାଜର ପ୍ରଚାରକ କାର୍ଯ୍ୟ କରି ସାରିଲାପରେ ଏ ପୁନର୍ବାର ହିନ୍ଦୁ ମତାନୁସାରେ ସନ୍ନ୍ୟାସୀ ହେଲେ ଓ ଯୋଗ ତନ୍ତ୍ରାଦି ସାଧନା କଲେ ଏ ଆସାମ, ତିବ୍ୱତ୍, ପଞ୍ଜାବ, ହରଦ୍ୱାର, ବଦ୍ରିନାଥ ଆଦି ଅନେକ ତୀର୍ଥ ଓ ପ୍ରଦେଶ ଭ୍ରମଣ କରିଥିଲେ ତାଙ୍କ ପ୍ରବନ୍ଧଗୁଡ଼ିକ ସମସାମୟିକ 'ସାହିତ୍ୟ' ଆଦି ବଙ୍ଗୀୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ତିବ୍ୱତ୍, କୈଳାସ, ମାନସରୋବର ଆଦିର ଅନେକ ବିବରଣ ଲେଖି ଏ ପତ୍ରିକାରେ ପ୍ରକାଶିତ କରିଥିଲେ ଏହାଙ୍କ ବଙ୍ଗଳା ଜୀବନୀ "ପରିବ୍ରାଜକାଚାର୍ଯ୍ୟ ସ୍ୱାମୀ ରାମାନନ୍ଦ" ଦୂର୍ଗାନାଥ ଘୋଷ ତତ୍ତ୍ୱଭୂଷଣଙ୍କଦ୍ୱାରା ପ୍ରକାଶିତ]