ରାମାନୁଜୀ
ଦେଖଣା
ରାମାନୁଜୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ରାମାନୁଜସଂପ୍ରଦାୟଭୁକ୍ତ —୧. Belonging to the Rāmānuja sect of B&aline;i̱shaṇbas.
- ୨. ରାମାନୁଜ— ସଂପ୍ରଦାୟଙ୍କଦ୍ୱାରା ବ୍ୟବହୃତ —୨. Used by the Rāmānuja sect.
- ୩. ରାମାନୁଜ ସମ୍ୱନ୍ଧୀୟ — Relating to Rāmānuja.
- ୪. ରାମାନୁଜ— ଧର୍ମମତାବଲମ୍ୱୀ —୪. Following the tenets of B&aline;i̱shṇabism propagated by Rāmānuja.