ରାମାନୁଜୀ ଚିତା
ଦେଖଣା
ରାମାନୁଜୀ ଚିତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାମାନୁଜୀ ଚିତା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାମାନୁଜସମ୍ପ୍ରଦାୟର ବୈଷ୍ଣବମାନେ କପାଳରେ କାଟିବା ତ୍ରିଶିଖା ଚିତ୍ର (ଏହାର ଦୁଇପାଖର ଶିଖା ଧଳା ଓ ମଝିରେ ଶିଖା ନାଲି ବା ହଳଦିଆ; ଏ ମଝି ଗାରକୁ ଶ୍ରୀ ବୋଲାଯାଏ ଓ ନାଲି ଚୁନାକୁ ଶିରୀ ବୋଲାଯାଏ) Trident-shaped marks put on the forehead by the followers of the Rāmānuja tenets.