ରାମାନୁଜ ଦାସ
ଦେଖଣା
ରାମାନୁଜ ଦାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାମାନୁଜ ଦାସ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାମାନୁଜସଂପ୍ରଦାୟର ବୈଷ୍ଣବମାନଙ୍କର ନାମ ପରେ ଯୁକ୍ତ ହେବା ବଂଶଗତ ବା ଗାଦିଗତ ଉପାଧି —୧. The title of B&aline;i̱shṇabas of the Rāmānuja sect added to the individual names.
(ଯଥା—ଇମାର ମଠର—ମହନ୍ତ ଗଦାଧର ରାମାନୁଜ ଦାସ, କଟକ ଜଗନ୍ନାଥବଲ୍ଲଭ ମଠର—ଶ୍ରୀ ଲଛମାନ ରାମାନୁଜ ଦାସ)