ରାମାବତାର
ଦେଖଣା
ରାମାବତାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଷ୍ଣୁଙ୍କର ତ୍ରେତାଯୁଗରେ ଅଯୋଧ୍ୟାରାଜ ଦଶରଥଙ୍କ ଜ୍ୟୋଷ୍ଠପୁତ୍ରରୂପେ ଜାତ ହୋଇ ରାବଣାଦି ରାକ୍ଷସମାନଙ୍କୁ ନିଧନ କରିଥିବା ଅବତାର (ଏହା ବିଷ୍ଣୁଙ୍କର ୧ ଅବତାର ମଧ୍ୟରୁ ୭ମ ଅବତାର) — ୧. The seventh incarnation of Bishṇu on the earth as Rāmachandra.
- ୨. ତ୍ରେତା ଯୁଗରେ ବିଷ୍ଣୁଙ୍କର ଜମଦଗ୍ନିଋଷିଙ୍କ ପୁତ୍ରରୂପେ ପରଶୁରାମ ଅବତାର (୬ଷ୍ଠ ଅବତାର) —୨. Bishṇu's sixth incarnation as Paraṡurāma.
- ୩. ଦ୍ୱାପର ଯୁଗରେ ବିଷ୍ଣୁଙ୍କର ବଳରାମ ବା ରାମକୃଷ୍ଣରୂପରେ ବାସୁଦେବଙ୍କ ପୁତ୍ରରୂପେ ଅଷ୍ଟମ ଅବତାର —୩. Bishṇu's eighth incarnation as Baḻarāma.