Jump to content

ରାମିଳ

ଉଇକିଅଭିଧାନ‌ରୁ

ରାମିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ରମ୍. ଧାତୁ+ ଭାବ. ଇଳ)

[ସମ୍ପାଦନା]
୧. ରମଣ— (ହିନ୍ଦୀ - ଶ.) —୧. Cohabitation.
୨. (+ କର୍ତ୍ତୃ. ଇକ କାମଦେବ (ହିନ୍ଦୀ - ଶ.) —୨. Cupid.
୩. ପତି; ସ୍ୱାମୀ (ହିନ୍ଦୀ - ଶ.) —୩. Husband.
୪. ପ୍ରେମପାତ୍ର; ପ୍ରେମିକ (ହିନ୍ଦୀ - ଶ.) —୪. Lover.