ରାମ୍
ଦେଖଣା
ରାମ୍
ଉଚ୍ଚାରଣ
[ସମ୍ପାଦନା]ରାମ୍ କହ, ରାମ୍ ରାମ୍ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ରାମ)
[ସମ୍ପାଦନା]- ୧. ଅଦର୍ଶନୀୟ ବସ୍ତୁ ଦେଖିଲେ ବା ଅକଥ୍ୟ ଶୁଣିଲେ ଭାଷା ଶୁଣିଲେ ବା କହି ପକାଇଲେ, ଉକ୍ତ ପାପ ଖଣ୍ଡନାର୍ଥ ଉଚ୍ଚାରଣ କରାଯିବା ରାମଙ୍କ ନାମ —୧. Interjection used when a person sees or hears or speaks a prohibited thing.
- ୨. (ଘୃଣାର୍ଥକ) ଛି ! — ୨. (Interjection) Fie ! (denoting disgust)
ଦେଶଜ - ବିଶେଷ୍ୟ - (ହିନ୍ଦୀ)
[ସମ୍ପାଦନା]ରାମ; ଲୋକଙ୍କ ନାମ ଶେଷରେ ଯୁକ୍ତ ହେବ ଶବ୍ଦ (ଏହା କ୍ରମଶଃ ଓଡ଼ିଆଲୋକଙ୍କ ନାମ ପରେ ମଧ୍ୟ ଲାଗିଲାଣି) (ଯଥା—ଦାତାରାମ୍, ବାଲାରାମ୍, ମସ୍ତରାମ୍, ଘୁଙ୍ଗାରାମ, ଭୋଲାରାମ୍, ଭକତରାମ୍, ଗଣେଶରାମ, ପାଲୁରାମ୍, ଗଙ୍ଗାରାମ୍) —Words added to another word to make up a name in Hindusthani.