ରାମ୍ନାମ୍ ସତ୍ୟ
ଦେଖଣା
ରାମ୍ନାମ୍ ସତ୍ୟ
ଉଚ୍ଚାରଣ
[ସମ୍ପାଦନା](ରାମ୍ନାମ୍ ସତ୍ୟ ହେ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରାମ୍ନାମ୍ ସତ୍ୟ
|
ଦେଶଜ - ବିଶେଷ୍ୟ - (ହିନ୍ଦି)
[ସମ୍ପାଦନା]ଶବବାହକମାନେ ଶ୍ମଶାନକୁ ଶବ ବହନ କରି ନେବା ସମୟରେ ଉଚ୍ଚାରଣ କରିବା ବାକ୍ୟ —A phrase uttered by persons while carrying a dead body to the cremation ground.