ରାମ୍ପିବା
ଦେଖଣା
ରାମ୍ପିବା
ଉଚ୍ଚାରଣ
[ସମ୍ପାଦନା][ରମ୍ପା (ମ୍ପେ)ଇବା—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାମ୍ପିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ରନ୍ଫ ବା ରମ୍ଫ ଧାତୁ)
[ସମ୍ପାଦନା]- ୧. (ଯାଦୁ କୁଣ୍ଡିଆ ଆଦିକୁ) ନଖଦ୍ୱାରା ରାମ୍ପୁଡ଼ିବା —୧. To scratch (itching ringworm etc) With finger-nails or claws.
- ୨. ପାତିଆ ଆଦିଦ୍ୱାରା କୌଣସି ବସ୍ତୁ ଉପରୁ ପତଳା ସ୍ତର ତାଞ୍ଛିବା —୨. To scrape off a thin layer from the surface of a thing.
[ଦ୍ରଷ୍ଟବ୍ୟ —ଯେଉଁ ଯନ୍ତ୍ରଦ୍ୱାରା ରାମ୍ପିବା କ୍ରିୟା କରାଯାଏ ତାକୁ ରମ୍ପାଲୁ ବୋଲାଯାଏ]
- ୩. ପାନିଆଦ୍ୱାରା ମୁଣ୍ଡ କୁଣ୍ଡାଇବା —୩. To Comb the hair.