Jump to content

ରାମ୍ପି କାମ୍ପି ହେବା

ଉଇକିଅଭିଧାନ‌ରୁ

ରାମ୍ପି କାମ୍ପି ହେବା

ଉଚ୍ଚାରଣ

[ସମ୍ପାଦନା]

ରାମ୍ପି କାମୁଡ଼ି ହେବା, ରାମ୍ପି ବିଦାରି ହେବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରାଗରେ ଅସ୍ଥିର ହେବା; ରାମ୍ପୁଡ଼ି କାମୁଡ଼ି ହେବା; ପ୍ରତିଶୋଧ ନେବାକୁ ଅକ୍ଷମ ହୋଇ କ୍ରୋଧରେ ଭୂମିକୁ ଓ ଆପଣା ଦିହକୁ ନଖଦ୍ୱାରା ରାମ୍ପୁଡ଼ିବା ଓ ଓଠ ଆଦିକୁ କାମୁଡ଼ିବା; ବିରକ୍ତି ପ୍ରକାଶ କରିବା — To bite one's lips and scrath the ground with one's nails in impotent anger; to fret and fume with rage.