Jump to content

ରାମ୍ପୁଡ଼ିବା କାମୁଡ଼ିବା

ଉଇକିଅଭିଧାନ‌ରୁ

ରାମ୍ପୁଡ଼ିବା କାମୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସହଚର)

[ସମ୍ପାଦନା]

ନଖାଘାତ ଓ ଦନ୍ତାଘାତ କରିବା; ନଖ ଓ ଦନ୍ତଦ୍ୱାରା ବିଦାରିବା —To scratch with nails and bite with teeth.

[ଉ—ଏହା କକହି ନଖରେ ଥଣ୍ଟରେ ରାବଣକୁ ରାମ୍ପୁଡ଼ି କାମୁଡ଼ି ଅସ୍ତବ୍ୟସ୍ତ କରି ପକାଇଲା ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ]