Jump to content

ରାମ୍ପୂଡ଼ା

ଉଇକିଅଭିଧାନ‌ରୁ

ରାମ୍ପୂଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ରାମ୍ପୂଡ଼ୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରମ୍ପ ଧାତୁ=ବଧ କରିବା)

[ସମ୍ପାଦନା]
୧. ରାମ୍ପୁଡ଼ିବା କ୍ରିୟା —୧. Act of scratching with nails or claws.
୨. ରାମ୍ପୁଡ଼ିବା ଯୋଗୁଁ କ୍ଷତ ବିକ୍ଷତ ଚିହ୍ନ —୨. Scratches.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ରାମ୍ପୂଡ଼େ (ଯଥା— ବିରାଡ଼ି) — ୧. Scratching.
୨. ରାମ୍ପୁଡ଼ିବାଦ୍ୱାରା ଉତ୍ପନ୍ନ (ଦାଗ) —୨. (marks) Produces by scratching.