Jump to content

ରାମ୍ ରାମ୍

ଉଇକିଅଭିଧାନ‌ରୁ

ରାମ୍ ରାମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]

ବିରକ୍ତି, ଘୃଣା, ବିସ୍ମୟ, ଅନୁତାପସୂଚକ ରାମଙ୍କ ନାମ ଉଚ୍ଚାରଣ —(Interjection); Repetition of the name of Rāma in disgust, hatred, astonishment or regret.

ବୈଦେଶିକ - (ହିନ୍ଦୀ)

[ସମ୍ପାଦନା]
୧. ପଶ୍ଚିମା ମାରବାଡ଼ୀ ହିନ୍ଦୁମାନଙ୍କ ମଧ୍ୟରେ ପରସ୍ପରକୁ ନମସ୍କାର ବା ଅଭିବାଦନ ପୂର୍ବକ ରାମ ନାମ ଉଚ୍ଚାରଣ —୧. Uttering the name of god Rāma while paying respects to each other (amongst the Marwaris)

ଦେଶଜ - ଅ.

[ସମ୍ପାଦନା]

ପାପକ୍ଷୟାର୍ଥ ରାମଚନ୍ଦ୍ରଙ୍କ ନାମ ଉଚ୍ଚାରଣ —Ripition of the name of God Rāma by a devotee.