ରାମ କର୍ପୂର
ଦେଖଣା
ରାମ କର୍ପୂର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାମ କର୍ପୂର
|
(ରାମକପୁରା—ଦେଶଜ - ନାମ)
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]ସୁଗନ୍ଧ ତୃଣବିଶେଷ — A sort of fragrant grass; Andrepogen Schoenanthus.
[ଦ୍ରଷ୍ଟବ୍ୟ —ଅନ୍ୟ ସଂସ୍କୃତ - ନାମ କର୍ତ୍ତୃଣ, ଗୌହିଷ ଦେବଜଗ, ସୌଗନ୍ଧିକ, ଭୂତିକ, ଧ୍ୟାମ, ପୌର, ଶ୍ୟାମକ, ଧୁମଗନ୍ଧକ]
ବୈଦ୍ୟକ ମତରେ ଏହା କଷାୟ ତିକ୍ତ ରସ ଓ କଟୁବିପାକ ଏହା ହୃଦ୍ରୋଗ, କଣ୍ଠ— ରୋଗ, ପିତ୍ତ, ରକ୍ତଦୋଷ ଶୂଳ, କାସ, କଫ ଓ ଜ୍ୱର ନାଶକ—ଦ୍ରବ୍ୟଗୁଣ)