ରାମ କେଦାର
ଦେଖଣା
ରାମ କେଦାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାମ କେଦାର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଗଦ (ଏହା ହଳଦି ଗଛ ପରି କିନ୍ତୁ ଛୋଟ ଓ ଏଥର ପତ୍ରମାନ ଭୂଇଁରେ ଲାଗିଥାଏ, ଏହାର ମୂଳ ସୁଗନ୍ଧ) —Kaemfiferia Galanga.
[ଦ୍ରଷ୍ଟବ୍ୟ —ଏହାର ମୂଳ କନ୍ଦ ବାଟି ସେବନ କଲେ ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଜ୍ୱର ଓ ବିଷ ଦୋଷ ଖଣ୍ଡିତ ହୁଏ ଏହା ବିରେଚକ]